ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପଦ୍ମ ପୁରସ୍କାର ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 25 JAN 2021 9:44PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷର ପଦ୍ମ ପୁରସ୍କାର ବିଜେତାଙ୍କୁ ପ୍ରଶଂସା କରିଛନ୍ତି

ଏକ ଟ୍ଵିଟ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି, “ପଦ୍ମ ପୁରସ୍କାର ପାଇଁ ମନୋନୀତ ସମସ୍ତ ବ୍ୟକ୍ତି ବିଶେଷଙ୍କ ପାଇଁ ଆମେ ଗର୍ବିତ । ରାଷ୍ଟ୍ର ଏବଂ ମାନବ ଜାତି ପ୍ରତି ସେମାନଙ୍କ ଅତୁଳନୀୟ ଅବଦାନ ପାଇଁ ଭାରତ ଖୁସି ବ୍ୟକ୍ତ କରୁଛି । ବିଭିନ୍ନ କ୍ଷେତ୍ରର ଏହି ବ୍ୟକ୍ତିବିଶେଷ ଅନ୍ୟମାନଙ୍କ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଆଣିଛନ୍ତି”

 

**********

TRP/


(ରିଲିଜ ଆଡି: 1692402) ପରିଦର୍ଶକ କାଉଣ୍ଟର : 176