ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମେଘାଳୟ ବାସୀଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 21 JAN 2021 9:00AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେଘାଳୟବାସୀଙ୍କୁ ସେମାନଙ୍କ ରାଜ୍ୟ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟ୍ଵିଟରେ ଶ୍ରୀ ମୋଦୀ କହିଛନ୍ତି, "ରାଜ୍ୟ ପ୍ରତିଷ୍ଠା  ଦିବସରେ ମେଘାଳୟର ମୋ ଭଉଣୀ ଏବଂ ଭାଇମାନଙ୍କୁ ଶୁଭେଚ୍ଛା ଦୟା ଏବଂ ଭାତୃତ୍ଵର ଭାବନା ପାଇଁ ଏହି ରାଜ୍ୟ ସୁପରିଚିତ ମେଘାଳୟର ଯୁବକମାନେ ସୃଜନଶୀଳ ଏବଂ ଉଦ୍ୟୋଗୀ ଆଶା କରୁଛି ଆଗାମୀ ଦିନରେ ରାଜ୍ୟ ତାହାର ପ୍ରଗତିରେ ନୂତନ ଶିଖର ଛୁଇଁବ

 

**********

TRP/


(रिलीज़ आईडी: 1690806) आगंतुक पटल : 134
इस विज्ञप्ति को इन भाषाओं में पढ़ें: Bengali , English , Urdu , Marathi , हिन्दी , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam