ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀ ତେଗ ବାହାଦୁର ଜୀଙ୍କ ଶହୀଦ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 19 DEC 2020 9:04AM by PIB Bhubaneswar

ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ ଶହୀଦ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ ଜୀବନ ସାହସ ଏବଂ କରୁଣାର ଉଦାହରଣ ହୋଇଯାଇଛି

ତାଙ୍କ ଶହୀଦ ଦିବସରେ ମୁଁ ମହାନ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କୁ ନତମସ୍ତକ ହୋଇ ପ୍ରଣାମ କରୁଛି ଏବଂ ଏକ ନ୍ୟାୟପୂର୍ଣ୍ଣ ତଥା ସମାବେଶୀ ସମାଜ ଗଠନ ପାଇଁ ତାଙ୍କର ଦୂରଦୃଷ୍ଟିକୁ ମନେ ପକାଉଛି”

 

**********


(ରିଲିଜ ଆଡି: 1682075) ପରିଦର୍ଶକ କାଉଣ୍ଟର : 172