ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଇନଭେଷ୍ଟ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
प्रविष्टि तिथि:
08 DEC 2020 9:42AM by PIB Bhubaneswar
ୟୁଏନ୍ସିଟିଏଡି ଦ୍ୱାରା ଦିଆଯାଇଥିବା ମିଳିତ ଜାତିସଂଘ ନିବେଶ ପ୍ରୋତ୍ସାହନ ପୁରସ୍କାର 2020 ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇନ୍ଭେଷ୍ଟ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି।
ଏକ ଟ୍ୱିଟ୍ ମାଧ୍ୟମରେ ସେ କହିଛନ୍ତି, "ୟୁଏନ୍ସିଟିଏଡି ଦ୍ୱାରା ଦିଆଯାଇଥିବା ମିଳିତ ଜାତିସଂଘ ନିବେଶ ପ୍ରୋତ୍ସାହନ ପୁରସ୍କାର 2020 ଜିତି ଥିବାରୁ ଇନ୍ଭେଷ୍ଟ ଇଣ୍ଡିଆକୁ ଅଭିନନ୍ଦନ। ଭାରତକୁ ବିଶ୍ୱର ଅଗ୍ରଣୀ ନିବେଶ ଗନ୍ତବ୍ୟସ୍ଥଳରେ ପରିଣତ କରିବା ଏବଂ ବ୍ୟବସାୟ କରିବାରେ ସୁଗମତାକୁ ସୁଦୃଢ କରିବା ଦିଗରେ ଆମ ସରକାରଙ୍କ ପ୍ରଚେଷ୍ଟାର ଏହା ଏକ ପ୍ରମାଣ ।"
(रिलीज़ आईडी: 1679058)
आगंतुक पटल : 331
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam