ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆସନ୍ତାକାଲି ଜେନୋଭା ବାୟୋଫାର୍ମା, ବାୟୋଲୋଜିକାଲ୍ ଇ ଏବଂ ଡକ୍ଟର ରେଡ୍ଡୀ କମ୍ପାନୀ ସହିତ ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ

प्रविष्टि तिथि: 29 NOV 2020 6:19PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଜେନୋଭା ବାୟୋଫାର୍ମା, ବାୟୋଲୋଜିକାଲ ଇ ଏବଂ ଡକ୍ଟର ରେଡ୍ଡୀ କମ୍ପାନୀର ଟିମ୍ ସହିତ କୋଭିଡ-19 ଟୀକା ପ୍ରସ୍ତୁତି ନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମତ ବିନିମୟ କରିବେ

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ଆସନ୍ତାକାଲି, 30 ନଭେମ୍ବର 2020ରେ, ପ୍ରଧାନମନ୍ତ୍ରୀ @ନରେନ୍ଦ୍ରମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋଭିଡ-19 ଟୀକା ପ୍ରସ୍ତୁତିରେ ସଂଶ୍ଳିଷ୍ଟ ତିନିଟି ଦଳ ସହିତ ମତ ବିନିମୟ କରିବେ ଯେଉଁମାନଙ୍କ ସହିତ ସେ ମତ ବିନିମୟ କରିବେ ସେମାନେ ହେଲେ ଜେନୋଭା ବାୟୋଫାର୍ମା, ବାୟୋଲୋଜିକାଲ ଇ ଏବଂ ଡକ୍ଟର ରେଡ୍ଡୀ କମ୍ପାନୀ

 

**********


(रिलीज़ आईडी: 1677068) आगंतुक पटल : 168
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam