ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା କମଳା ହାରିସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 08 NOV 2020 9:53AM by PIB Bhubaneshwar

ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ କମଳା ହାରିସଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

କମଳା ହାରିସ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଆପଣଙ୍କ ସଫଳତା କେବଳ ଆପଣଙ୍କ ପରିବାର ପାଇଁ ଗର୍ବର ବିଷୟ ନୁହେଁ, ବରଂ ସମସ୍ତ ଭାରତୀୟ-ଆମେରିକୀୟଙ୍କ ପାଇଁ ଏହା ଗର୍ବର ବିଷୟ ଆପଣଙ୍କ ସମର୍ଥନ ନେତୃତ୍ୱରେ ଭାରତ-ଯୁକ୍ତରାଷ୍ଟ୍ର ଆମେରିକାର ସମ୍ପର୍କ ଅଧିକ ସୁଦୃଢ଼ ହୋଇପାରିବ ବୋଲି ମୁଁ ଦୃଢ଼ନିଶ୍ଚିତ’, ପ୍ରଧାନମନ୍ତ୍ରୀ କହିଛନ୍ତି

 

 

Heartiest congratulations @KamalaHarris! Your success is pathbreaking, and a matter of immense pride not just for your chittis, but also for all Indian-Americans. I am confident that the vibrant India-US ties will get even stronger with your support and leadership.

— Narendra Modi (@narendramodi) November 7, 2020


(Release ID: 1671279) Visitor Counter : 276