ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଜୋ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 08 NOV 2020 9:49AM by PIB Bhubaneshwar

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ଜୋ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

ଆପଣଙ୍କର ଦର୍ଶନୀୟ ବିଜୟ ପାଇଁ ଅଭିନନ୍ଦନ ଜୋ ବାଇଡେନ ଉପରାଷ୍ଟ୍ରପତି ଭାବେ ଭାରତ-ଯୁକ୍ତରାଷ୍ଟ୍ର ଆମେରିକାର ସମ୍ପର୍କକୁ ସୁଦୃଢ଼ କରିବାରେ ଆପଣଙ୍କର ଅବଦାନ ଥିଲା ଗୁରୁତ୍ୱପୂର୍ଣ୍ଣ ଭାରତ-ଯୁକ୍ତରାଷ୍ଟ୍ର ଆମେରିକାର ସମ୍ପର୍କକୁ ଶୀର୍ଷରେ ପହଞ୍ଚାଇବାକୁ ପୁଣି ଥରେ ଘନିଷ୍ଠତାର ସହ କାମ କରିବାକୁ ଆମେ ଅପେକ୍ଷା କରିଛୁବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

 

 

Congratulations @JoeBiden on your spectacular victory! As the VP, your contribution to strengthening Indo-US relations was critical and invaluable. I look forward to working closely together once again to take India-US relations to greater heights. pic.twitter.com/yAOCEcs9bN

— Narendra Modi (@narendramodi) November 7, 2020


(Release ID: 1671277) Visitor Counter : 287