ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ
ଖେଳଣା ଗୁଣବତ୍ତା ନିୟନ୍ତ୍ରଣ ନିର୍ଦ୍ଦେଶ , 2020 ପ୍ରଣୟନ ତାରିଖ ଘୁଞ୍ଚିଲା
ପୋଷ୍ଟ କରାଯିବା ଦିନାଙ୍କ:
16 SEP 2020 10:48AM by PIB Bhubaneswar
ଭାରତ ସରକାରଙ୍କ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଉଦ୍ୟୋଗ ସମ୍ବର୍ଦ୍ଧନ ବିଭାଗ (ଡିପିଆଇଆଇଟି) ଆଜି ଏକ ବିଜ୍ଞପ୍ତିରେ ଖେଳଣା (ଗୁଣବତ୍ତା ନିୟନ୍ତ୍ରଣ) ନିର୍ଦ୍ଦେଶ, 2020ର ପ୍ରଣୟନ ତାରିଖ 01.09.2020ରୁ 01.01.2021କୁ ଘୁଞ୍ଚାଇ ଦେଇଛି ।
ଏହି ନିଷ୍ପତ୍ତି ଦ୍ୱାରା କୋଭିଡ-19 ମହାମାରୀ ସମୟରେ ଘରୋଇ ଉତ୍ପାଦନକାରୀମାନଙ୍କୁ ଆବଶ୍ୟକ ମାନାଙ୍କ ହାସଲ କରିବାକୁ ଅଧିକ 4 ମାସ ସମୟ ମିଳିପାରିବ ।
**********
(ରିଲିଜ ଆଡି: 1655266)
ପରିଦର୍ଶକ କାଉଣ୍ଟର : 206
ଏହି ରିଲିଜ ପଢନ୍ତୁ :
Bengali
,
English
,
Urdu
,
Marathi
,
हिन्दी
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam