ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆଶୁରା ଅବସରରେ ଇମାମ ହୁସେନ (ଅସ୍)ଙ୍କ ବଳିଦାନକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
30 AUG 2020 11:30AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶୁରା ଅବସରରେ ଇମାମ ହୁସେନ (ଅସ୍)ଙ୍କ ବଳିଦାନକୁ ମନେ ପକାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆମେ ଇମାମ ହୁସେନ (ଅସ୍)ଙ୍କ ବଳିଦାନକୁ ମନେ ପକାଉଛେ । ତାଙ୍କ ପାଇଁ ସତ୍ୟ ଏବଂ ନ୍ୟାୟର ମୂଲ୍ୟଠାରୁ ଅନ୍ୟ କୌଣସି ଜିନିଷ ଗୁରୁତ୍ୱପୂର୍ଣ୍ଣ ନ ଥିଲା । ସମାନତା ତଥା ନ୍ୟାୟ ଉପରେ ତାଙ୍କର ଗୁରୁତ୍ୱାରୋପ କେବଳ ମୂଲ୍ୟବାନ ତାହା ନୁହେଁ ବରଂ ଅନେକଙ୍କୁ ବଳ ଦେଇଥାଏ ।”
**********
(रिलीज़ आईडी: 1650082)
आगंतुक पटल : 171
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam