ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନୂଆଁଖାଇ ଜୁହାର ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 23 AUG 2020 10:04AM by PIB Bhubaneswar

ପବିତ୍ର ନୂଆଁଖାଇ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଏହି ନୂଆଁଖାଇ ପର୍ବରେ ଆମ କୃଷକମାନଙ୍କ କଠିନ ପରିଶ୍ରମକୁ ସମ୍ମାନ ଜଣାଯାଇଥାଏ  ସେମାନଙ୍କ ଏହି ଉଦ୍ୟମ ଯୋଗୁଁ ଆମ ଦେଶକୁ ଖାଦ୍ୟ ମିଳିଥାଏ ।

ଏହି ପବିତ୍ର ଦିବସ ସମସ୍ତଙ୍କ ପାଇଁ ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ ।

ନୂଆଁଖାଇ ଜୁହାର!

 

**********


(ରିଲିଜ ଆଡି: 1648112) ପରିଦର୍ଶକ କାଉଣ୍ଟର : 224