ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପଦ୍ମଶ୍ରୀ ରେନ ସୋନମ ଶେରିଙ୍ଗ ଲେପଚାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 30 JUL 2020 4:26PM by PIB Bhubaneswar

ପଦ୍ମଶ୍ରୀ ଶ୍ରୀ ରେନ ସୋନମ ଶେରିଙ୍ଗ ଲେପଚାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟ୍‌ରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ପଦ୍ମଶ୍ରୀ ରେନ ସୋନମ ଶେରିଙ୍ଗ ଲେପଚା ଜଣେ ବହୁମୁଖୀ ବ୍ୟକ୍ତିତ୍ୱ ଥିଲେ ମହାନ ଲେପଚା ସଂସ୍କୃତିର ଲୋକପ୍ରିୟତା ପାଇଁ ଉଲ୍ଲେଖନୀୟ ଉଦ୍ୟମ କରିଥିଲେ ତାଙ୍କର କାର୍ଯ୍ୟ ସବୁ ପିଢି ଦ୍ଵାରା ଆଦୃତ ହୋଇଥିଲା । ତାଙ୍କର ଦେହାନ୍ତରେ ମର୍ମାହତ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା ଓମ ଶାନ୍ତି "

 

**********


(ରିଲିଜ ଆଡି: 1642442) ପରିଦର୍ଶକ କାଉଣ୍ଟର : 158