ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

82ତମ ପ୍ରତିଷ୍ଠା ଦିବସରେ ସିଆରପିଏଫ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 27 JUL 2020 10:01AM by PIB Bhubaneswar

82ତମ ପ୍ରତିଷ୍ଠା ଦିବସ ଅବସରରେ ସିଆରପିଏଫ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟ୍ଵିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “82ତମ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ସିଆରପିଏଫ କର୍ମଚାରୀଙ୍କୁ ଶୁଭେଚ୍ଛା । ଦେଶକୁ ସୁରକ୍ଷିତ ରଖିବାରେ ସିଆରପିଏଫ ଯବାନ ମାନେ ସଦାସର୍ବଦା ସବୁଠାରୁ ଆଗରେ ଥାଆନ୍ତି । ସିଆରପିଏଫର ଶୌର୍ଯ୍ୟ ଓ କର୍ତ୍ତବ୍ୟନିଷ୍ଠା ସଦାସର୍ବଦା ପ୍ରଶଂସନୀୟ ହୋଇ ଆସିଛି । ସିଆରପିଏଫ ଆଗାମୀ ଦିନରେ ଅଧିକରୁ ଅଧିକ ସଫଳତା ଅର୍ଜନ କରୁ ଏହାହିଁ କାମନା,”

 

**********


(रिलीज़ आईडी: 1641617) आगंतुक पटल : 288
इस विज्ञप्ति को इन भाषाओं में पढ़ें: Kannada , Assamese , English , Urdu , Marathi , हिन्दी , Manipuri , Bengali , Punjabi , Gujarati , Tamil , Telugu , Malayalam