ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 06 JUL 2020 9:56AM by PIB Bhubaneswar

ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

“ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀରେ ମୁଁ ନତମସ୍ତକ ହେଉଛି ଜଣେ ଦେଶ ଭକ୍ତ ଭାବରେ ଭାରତର ବିକାଶରେ ତାଙ୍କର ଦୃଷ୍ଟାନ୍ତମୂଳକ ଅବଦାନ ରହିଛି । ଭାରତର ଏକତାକୁ ସୁଦୃଢ଼ କରିବା ପାଇଁ ସେ ସାହାସିକ ଉଦ୍ୟମ କରିଥିଲେ ।  ତାଙ୍କର ଚିନ୍ତା ଓ ଆଦର୍ଶ ଅସଂଖ୍ୟ ଦେଶବାସୀଙ୍କୁ ଶକ୍ତି ଯୋଗାଇବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********


(ରିଲିଜ ଆଡି: 1636851) ପରିଦର୍ଶକ କାଉଣ୍ଟର : 267