ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୋପାଳକୃଷ୍ଣ ଗୋଖଲେଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

प्रविष्टि तिथि: 09 MAY 2020 12:39PM by PIB Bhubaneshwar

ଗୋପାଳକୃଷ୍ଣ ଗୋଖଲେଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି

“ଗୋପାଳକୃଷ୍ଣ ଗୋଖଲେଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ସେ ଥିଲେ ଜ୍ଞାନର ଭଣ୍ଡାର, ଯାହାଙ୍କର ଶିକ୍ଷା ଓ ସାମାଜିକ ସଶକ୍ତିକରଣ ଦିଗରେ ଉଲ୍ଲେଖନୀୟ ଅବଦାନ ରହିଥିଲା । ଭାରତର ସ୍ଵାଧୀନତା ଅନ୍ଦୋଳନରେ ମଧ୍ୟ ସେ ପ୍ରେରଣାଦାୟୀ ନେତୃତ୍ଵ ପ୍ରଦାନ କରିଥିଲେ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********


(रिलीज़ आईडी: 1622445) आगंतुक पटल : 250
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam