ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇଷ୍ଟର ଉପଲକ୍ଷେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଛା

ପୋଷ୍ଟ କରାଯିବା ଦିନାଙ୍କ: 12 APR 2020 1:18PM by PIB Bhubaneswar

ଇଷ୍ଟର ଉପଲକ୍ଷେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି, "ଇଷ୍ଟରର ସ୍ୱତନ୍ତ୍ର ଅବସରରେ ସମସ୍ତଙ୍କୁ ଅଭିନନ୍ଦନଆଜି ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମହାନ ଚିନ୍ତା ବାଣୀକୁ ସ୍ମରଣ କରୁଛୁଗରିବ  ଅସହାୟଙ୍କ ସଶକ୍ତିକରଣରେ ତାଙ୍କର ବିଶେଷ ଭୂମିକା ଥିଲାଏହି ପବିତ୍ର ଇଷ୍ଟର କୋଭିଡ-19 ମହାମାରୀରୁ ମୁକ୍ତି ପାଇବା ତଥା ଏକ ସୁସ୍ଥ ସମୃଦ୍ଧ ବିଶ୍ୱ ଗଠନ ପାଇଁ  ଆମକୁ ଶକ୍ତି ପ୍ରଦାନ କରୁ ।"

 

*************


(ରିଲିଜ ଆଡି: 1613568) ପରିଦର୍ଶକ କାଉଣ୍ଟର : 218