ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆହ୍ଵାନମୂଳକ ପରିସ୍ଥିତିରେ ଭାରତ-ବ୍ରାଜିଲ ବନ୍ଧୁତ୍ଵ ସବୁଠାରୁ ସୁଦୃଢ ବୋଲି କହିଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 10 APR 2020 2:15PM by PIB Bhubaneswar

ଆହ୍ଵାନମୂଳକ ପରିସ୍ଥିତିରେ ଭାରତ-ବ୍ରାଜିଲ ବନ୍ଧୁତ୍ଵ ପୂର୍ବାପେକ୍ଷା ଅଧିକ ନିବିଡ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ବ୍ରାଜିଲକୁ ହାଇଡ୍ରୋକ୍ସିକ୍ଳୋରୋକ୍ଵିନ ଯୋଗାଣ ନେଇ ବ୍ରାଜିଲ ରାଷ୍ଟ୍ରପତି ମିଷ୍ଟର ଜେଆର ଏମ. ବୋଲ୍ସୋନାରୋଙ୍କ କୃତଜ୍ଞତା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏକ ଟ୍ଵିଟ ଜରିଆରେ ଏହା କହିଛନ୍ତି ମହାମାରୀ କାଳରେ ଭାରତ ମାନବିକତାର  ରକ୍ଷା ପାଇଁ ଅଙ୍ଗୀକାରବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

 

**********


(ରିଲିଜ ଆଡି: 1613068) ପରିଦର୍ଶକ କାଉଣ୍ଟର : 207