ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କ ସ୍ଲୋଭାକିଆ ଗସ୍ତର ଫଳାଫଳ ତାଲିକା

प्रविष्टि तिथि: 15 JUN 2026 5:17PM by PIB Bhubaneswar

ବୁଝାମଣାପତ୍ର /  ଆଗ୍ରହପତ୍ର

କ୍ରମିକ ସଂଖ୍ୟା

ଶୀର୍ଷକ

୧.

ଶ୍ରମ ପ୍ରବାସ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର

୨.

ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଆଗ୍ରହପତ୍ର

୩.

ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଉପରେ ବୁଝାମଣାପତ୍ର

୪.

ଉଚ୍ଚଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର

୫.

ଅଡ଼ିଓ-ଭିଜୁଆଲ ସୃଷ୍ଟି ଉପରେ ବୁଝାମଣାପତ୍ର

୬.

କୋସିସର ବୈଷୟିକ ବିଶ୍ୱବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ପ୍ରଥମ ଆଇସିସିଆର ଚେୟାର ପ୍ରତିଷ୍ଠା

୭.

 କ୍ୱାଣ୍ଟମ୍ ଯୋଗାଯୋଗ ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସୁରକ୍ଷା କ୍ଷେତ୍ରରେ ବୁଝାମଣାପତ୍ର

୮.

ପୁନେର ଜାତୀୟ ପ୍ରାକୃତିକ ଚିକିତ୍ସା ସଂସ୍ଥାନ, ଆୟୁଷ ମନ୍ତ୍ରଣାଳୟ ଏବଂ ସ୍ଲୋଭାକିଆ ସ୍ୱାସ୍ଥ୍ୟ ସ୍ପା ପିଏଷ୍ଟାନି ମଧ୍ୟରେ ବୁଝାମଣାପତ୍ର

୯.

ଛାତ୍ର ବିନିମୟ କାର୍ଯ୍ୟକ୍ରମ, ଛାତ୍ରବୃତ୍ତି ଏବଂ ଗବେଷଣା କ୍ଷେତ୍ରରେ ସହଯୋଗ ପାଇଁ ଦିଲ୍ଲୀର ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ତଥା ସ୍ଲୋଭାକିଆ ବୈଷୟିକ ବିଶ୍ୱବିଦ୍ୟାଳୟ ମଧ୍ୟରେ ଚୁକ୍ତିନାମା

୧୦.

ଟୁର୍ ଅପରେଟର୍ସ ସଂଘଗୁଡିକ ମଧ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ

୧୧.

ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ (ଆଇଏନ୍‌ଏସ୍‌ଏ) ଏବଂ ସ୍ଲୋଭାକିଆ ବିଜ୍ଞାନ ଏକାଡେମୀ (ଏସ୍‌ଏଏସ୍‌) ମଧ୍ୟରେ ବୈଜ୍ଞାନିକ ସହଯୋଗ ଉପରେ ଚୁକ୍ତିନାମା

 

ଘୋଷଣାଗୁଡିକ

୧.         

ଦ୍ୱିପାକ୍ଷିକ ସମ୍ପର୍କକୁ ବ୍ୟାପକ ସହଭାଗୀତାକୁ ଉନ୍ନୀତ କରିବା

୨.

ଆତଙ୍କବାଦ ବିରୋଧୀ ମିଳିତ କାର୍ଯ୍ୟଗୋଷ୍ଠୀ ପ୍ରତିଷ୍ଠା

୩.         

କନସୁଲାର ଆଲୋଚନା ପ୍ରତିଷ୍ଠା

 

 

SR

 


(रिलीज़ आईडी: 2273494) आगंतुक पटल : 5
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam