ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗ୍ୟାଙ୍ଗଟକ୍ ଠାରେ ପଦ୍ମ ପୁରସ୍କାର ବିଜେତା ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

प्रविष्टि तिथि: 28 APR 2026 7:30AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ସନ୍ଧ୍ୟାରେ ସିକିମର ଗାଙ୍ଗଟକ୍‍ ଗସ୍ତ ସମୟରେ ପଦ୍ମ ପୁରସ୍କାର ବିଜେତା ଏବଂ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଭେଟିଥିଲେ

ପ୍ରଧାନମନ୍ତ୍ରୀ 'ଏକ୍ସରେ ଲେଖିଛନ୍ତି:

"ଆଜି ସନ୍ଧ୍ୟାରେ ଗାଙ୍ଗଟକରେ, ପଦ୍ମ ପୁରସ୍କାର ବିଜେତା ଏବଂ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଥିବା ଲୋକଙ୍କ ସହ କଥାବାର୍ତ୍ତା କରିଥିଲି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ଚମତ୍କାର ଥିଲା  । "

HS


(रिलीज़ आईडी: 2260105) आगंतुक पटल : 30
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Nepali , Bengali , Bengali-TR , Assamese , Manipuri , Punjabi , Gujarati , Telugu , Kannada , Malayalam