ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶିଲଂ ଲୋକସଭା ସାଂସଦ ଡକ୍ଟର ରିକି ଏ. ଜେ. ସିଙ୍ଗକୋନଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 20 FEB 2026 9:31AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶିଲଙ୍ଗର ଲୋକସଭା ସାଂସଦ ଡକ୍ଟର ରିକି ଏ. ଜେ. ସିଙ୍ଗକୋନଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି।

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:

"ଶିଲଙ୍ଗର ଲୋକସଭା ସାଂସଦ ଡକ୍ଟର ରିକି ଏ. ଜେ. ସିଙ୍ଗକୋନଙ୍କ ବିୟୋଗରେ ମୁଁ ମର୍ମାହତ। ମେଘାଳୟର ଜନସାଧାରଣଙ୍କ ପ୍ରତି ତାଙ୍କର ଉତ୍ସର୍ଗୀକୃତ ସେବା ପାଇଁ ସେ ସ୍ମରଣୀୟ ହୋଇ ରହିବେ। ଏହି କଠିନ ସମୟରେ ମୋର ଚିନ୍ତାଧାରା ତାଙ୍କ ପରିବାର, ବନ୍ଧୁ ଏବଂ ସମର୍ଥକଙ୍କ ସହ ଅଛି। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ "

HS


(ରିଲିଜ ଆଡି: 2231504) ପରିଦର୍ଶକ କାଉଣ୍ଟର : 50