ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ଅଜିତ ପାୱାରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

प्रविष्टि तिथि: 27 JAN 2026 8:05PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଅଜିତ ପାୱାର ଜୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତିଶ୍ରୀ ମୋଦୀ କହିଛନ୍ତି ଯେ ଶ୍ରୀ ଅଜିତ ପାୱାର ମହାରାଷ୍ଟ୍ରର ଜନସାଧାରଣଙ୍କ ସେବାରେ ଅଗ୍ରଭାଗରେ ଥିବା ଜଣେ ପରିଶ୍ରମୀ ବ୍ୟକ୍ତିତ୍ୱ ଭାବେ ସମ୍ମାନିତ ହୋଇଥିଲେପ୍ରଶାସନିକ ପ୍ରସଙ୍ଗରେ ତାଙ୍କର ବୁଝାମଣା ଏବଂ ଗରିବ ଅବହେଳିତଙ୍କ ସଶକ୍ତିକରଣ ପ୍ରତି ତାଙ୍କର ଆଗ୍ରହ ମଧ୍ୟ ଉଲ୍ଲେଖନୀୟ ଥିଲା। "ତାଙ୍କର ଅକାଳ ବିୟୋଗ ଅତ୍ୟନ୍ତ ମର୍ମାହତ ଏବଂ ଦୁଃଖଦାୟକତାଙ୍କ ପରିବାର ଏବଂ ଅଗଣିତ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା", ବୋଲି ଶ୍ରୀ ମୋଦୀ କହିଛନ୍ତି

ପ୍ରଧାନମନ୍ତ୍ରୀଏକ୍ସରେ ପୋଷ୍ଟ କରିଛନ୍ତି:

"ଶ୍ରୀ ଅଜିତ ପାୱାର ଜୀ ଲୋକମାନଙ୍କର ଜଣେ ନେତା ଥିଲେ, ଯାହାଙ୍କର ଏକ ଦୃଢ଼ ତୃଣମୂଳ ସ୍ତରୀୟ ସମ୍ପର୍କ ଥିଲାମହାରାଷ୍ଟ୍ରର ଲୋକଙ୍କ ସେବାରେ ଅଗ୍ରଭାଗରେ ଥିବା ଜଣେ ପରିଶ୍ରମୀ ବ୍ୟକ୍ତିତ୍ୱ ଭାବରେ ସେ ବ୍ୟାପକ ଭାବରେ ସମ୍ମାନିତ ହୋଇଥିଲେପ୍ରଶାସନିକ ପ୍ରସଙ୍ଗରେ ତାଙ୍କର ବୁଝାମଣା ଏବଂ ଗରିବ ଅବହେଳିତଙ୍କ ସଶକ୍ତିକରଣ ପ୍ରତି ତାଙ୍କର ଆଗ୍ରହ ମଧ୍ୟ ଉଲ୍ଲେଖନୀୟ ଥିଲାତାଙ୍କର ଅକାଳ ବିୟୋଗ ଅତ୍ୟନ୍ତ ମର୍ମାହତ ଏବଂ ଦୁଃଖଦାୟକତାଙ୍କ ପରିବାର ଏବଂ ଅଗଣିତ ପ୍ରଶଂସକଙ୍କୁ ସମବେଦନା ଜଣାଉଛିଓମ୍ ଶାନ୍ତି "

HS


(रिलीज़ आईडी: 2219575) आगंतुक पटल : 5
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Bengali , Assamese , Manipuri , Punjabi , Gujarati , Odia , Telugu , Kannada , Malayalam