ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ମୋହନ ଲାଲ ମିତ୍ତଲଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 16 JAN 2026 7:18PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ମୋହନ ଲାଲ ମିତ୍ତଲଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। 
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି: 
"ଶ୍ରୀ ମୋହନ ଲାଲ ମିତ୍ତଲ ଜୀ ଶିଳ୍ପ ଜଗତରେ ନିଜକୁ ପ୍ରତିଷ୍ଠିତ କରିଥିଲେ। ଏଥି ସହିତ, ସେ ଭାରତୀୟ ସଂସ୍କୃତି ପ୍ରତି ବହୁତ ଆଗ୍ରହୀ ଥିଲେ। ସାମାଜିକ ପ୍ରଗତି ପ୍ରତି ତାଙ୍କର ଆଗ୍ରହକୁ ପ୍ରତିଫଳିତ କରି ସେ ବିଭିନ୍ନ ପରୋପକାରୀ ପ୍ରୟାସକୁ ସମର୍ଥନ କରିଥିଲେ। ତାଙ୍କ ବିୟୋଗରେ ମର୍ମାହତ। ମୁଁ ଆମ ଉଭୟଙ୍କ ବିଭିନ୍ନ ବାର୍ତ୍ତାଳାପକୁ ମନେ ରଖିବି। ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା ଜଣାଉଛି। ଓମ୍ ଶାନ୍ତି "
HS


(ରିଲିଜ ଆଡି: 2215800) ପରିଦର୍ଶକ କାଉଣ୍ଟର : 50