ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜ୍ୟ ପ୍ରତିଷ୍ଠା ଦିବସରେ ନାଗାଲାଣ୍ଡର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 01 DEC 2025 3:21PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ନାଗାଲାଣ୍ଡର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ମୋଦୀ କହିଥିଲେ ଯେ ସେବା, ସାହସ ଏବଂ କରୁଣା ଉପରେ ଆଧାରିତ ଗୌରବମୟ ନାଗା ସଂସ୍କୃତି ବ୍ୟାପକ ଭାବେ ପ୍ରଶଂସିତ "ନାଗାଲାଣ୍ଡର ଲୋକମାନେ ଅନେକ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି ଆଗାମୀ ବର୍ଷଗୁଡ଼ିକରେ ରାଜ୍ୟ ସମୃଦ୍ଧି ଏବଂ ପ୍ରଗତି ସହିତ ଆଗକୁ ବଢ଼ୁ ", ବୋଲି ଶ୍ରୀ ମୋଦୀ କହିଛନ୍ତି

ପ୍ରଧାନମନ୍ତ୍ରୀ 'ଏକ୍ସ’ରେ ପୋଷ୍ଟ କରିଛନ୍ତି:

"ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ନାଗାଲାଣ୍ଡର ଜନସାଧାରଣଙ୍କୁ ଶୁଭେଚ୍ଛା ସେବା, ସାହସ ଏବଂ କରୁଣା ଉପରେ ଆଧାରିତ ଗୌରବମୟ ନାଗା ସଂସ୍କୃତି ବ୍ୟାପକ ଭାବେ ପ୍ରଶଂସିତ ନାଗାଲାଣ୍ଡର ଲୋକମାନେ ଅନେକ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି ଆଗାମୀ ବର୍ଷଗୁଡ଼ିକରେ ରାଜ୍ୟ ସମୃଦ୍ଧି ଏବଂ ପ୍ରଗତି ସହିତ ଆଗକୁ ବଢ଼ୁ "

 

HS


(ରିଲିଜ ଆଡି: 2197415) ପରିଦର୍ଶକ କାଉଣ୍ଟର : 47