ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଟି-୨୦ ଦୃଷ୍ଟିବାଧିତ ବିଶ୍ୱକପ୍ ବିଜେତା ଭାରତୀୟ ମହିଳା କ୍ରିକେଟ ଟିମକୁ ଭେଟିଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 27 NOV 2025 10:03PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟି-୨୦ ଦୃଷ୍ଟିବାଧିତ କ୍ରିକେଟ କପ୍ ବିଜେତା ଭାରତୀୟ ମହିଳା ଟିମକୁ ଭେଟିଛନ୍ତି ଶ୍ରୀ ମୋଦୀ ଉତ୍ସାହର ସହ ସେମାନଙ୍କ ସହ ଭାବବିନିମୟ କରିଥିଲେ ଏହି ଅବସରରେ ଖେଳାଳିମାନେ ଟୁର୍ଣ୍ଣାମେଣ୍ଟ ସମୟର ଅନୁଭବ ବର୍ଣ୍ଣନା କରିଥିଲେ

ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ଦୃଷ୍ଟିବାଧିତ ମହିଳା ଟି-୨୦ ବିଶ୍ୱକପ୍ ବିଜେତା ଭାରତୀୟ ଦୃଷ୍ଟିବାଧିତ ମହିଳା କ୍ରିକେଟ ଟିମକୁ ସ୍ୱାଗତ କରିବା ଅତ୍ୟନ୍ତ ଆନନ୍ଦର ବିଷୟ ସେମାନେ ସେମାନଙ୍କ ଅନୁଭବ ବର୍ଣ୍ଣନା କରିଥିଲେ, ଯାହାକି ଅତ୍ୟନ୍ତ ପ୍ରେରଣାଦାୟକ ଥିଲା ।”

SR


(ରିଲିଜ ଆଡି: 2196789) ପରିଦର୍ଶକ କାଉଣ୍ଟର : 23