ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହିଳା ବକ୍ସିଂ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିବା ପାଇଁ ନିତୁ ଘଙ୍ଘାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 25 MAR 2023 10:36PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହିଳା ବକ୍ସିଂ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିବା ପାଇଁ ନିତୁ ଘଙ୍ଘାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି:

 

"ମହିଳା ବକ୍ସିଂ ବିଶ୍ୱ ଚାମ୍ପିଅନସିପରେ ପ୍ରତିଷ୍ଠିତ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ

@NituGhangas333ଙ୍କୁ ଅଭିନନ୍ଦନ। ଭାରତ ତାଙ୍କ ଉଲ୍ଲେଖନୀୟ ସଫଳତାରେ ଉଲ୍ଲସିତ।"

 

ମହିଳା ବକ୍ସିଂ ବିଶ୍ୱ ଚାମ୍ପିଅନସିପରେ ପ୍ରତିଷ୍ଠିତ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ @NituGhangas333ଙ୍କୁ ଅଭିନନ୍ଦନ। ଭାରତ ତାଙ୍କ ଉଲ୍ଲେଖନୀୟ ସଫଳତାରେ ଉଲ୍ଲସିତ। pic.twitter.com/sBFIR5f6eo

 

ନରେନ୍ଦ୍ର ମୋଦି (@narendramodi) ମାର୍ଚ୍ଚ ୨୫,୨୦୨୩

 

***

SPD

 


(ରିଲିଜ ଆଡି: 2187746) ପରିଦର୍ଶକ କାଉଣ୍ଟର : 18