ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସିଆନ ପାରା ଗେମ୍ସ ୨୦୨୨ ବ୍ୟାଡମିଂଟନ ମିକ୍ସଡ ଡବଲ୍ସ ଏସଏଲଥ୍ରୀ-ଏସୟୁପାଇଭରେ ନୀତେଶ କୁମାର ଓ ଥୁଲାସିମାଥି ମୁରୁଗିସାନଙ୍କ ବ୍ରୋଞ୍ଜ ପଦକକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
प्रविष्टि तिथि:
25 OCT 2023 4:44PM by PIB Bhubaneswar
ଚୀନର ହାଙ୍ଗହଉରେ ଅନୁଷ୍ଠିତ ଏସିଆନ ପାରା ଗେମ୍ସ ୨୦୨୨ ବ୍ୟାଡମିଂଟନ ମିକ୍ସଡ ଡବଲ୍ସ ଏସଏଲଥ୍ରୀ-ଏସୟୁପାଇଭରେ ବ୍ରୋଞ୍ଜ ପଦକ ବିଜେତା ନୀତେଶ କୁମାର ଓ ଥୁଲାସିମାଥି ମୁରୁଗିସାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନୀତେଶ କୁମାର ଓ ଥୁଲାସିମାଥିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେମାନଙ୍କ ସଫଳତା ଆମ ଦେଶର ଦକ୍ଷତାର ପରିଚାୟକ ।
PBD
(रिलीज़ आईडी: 2187714)
आगंतुक पटल : 30
इस विज्ञप्ति को इन भाषाओं में पढ़ें:
Malayalam
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada