ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ ପାରା ଗେମ୍ସର ପୁରୁଷ ୪୦୦ ମିଟର – ଟି ୪୭ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ବିଜେତା ଦିଲୀପଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 28 OCT 2023 11:24AM by PIB Bhubaneswar

ଆଜି ହାଙ୍ଗଜୌରେ ଅନୁଷ୍ଠିତ ଏସୀୟ ପାରା ଗେମ୍ସର ପୁରୁଷ ୪୦୦ ମିଟର - ଟି୪୭ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଦିଲୀପଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

 

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

 

"ପୁରୁଷ ୪୦୦ ମିଟର - ଟି୪୭ ଇଭେଣ୍ଟରେ ଏକ ଚମତ୍କାର ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଦିଲୀପଙ୍କୁ ହାର୍ଦ୍ଦିକ ଅଭିନନ୍ଦନ!

 

ଏହି ଐତିହାସିକ ସଫଳତା ସମଗ୍ର ଦେଶକୁ ଗର୍ବିତ କରିଛି।"

*****

MT


(रिलीज़ आईडी: 2187645) आगंतुक पटल : 29
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam