ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ ପାରା ଗେମ୍ସ ଚେସ ପ୍ରତିଯୋଗିତାରେ ରୌପ୍ୟ ପଦକ ବିଜେତା ସୌନ୍ଦର୍ଯ୍ୟା ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 28 OCT 2023 11:46AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୌର ଏସୀୟ ପାରା ଗେମ୍ସରେ ପୁରୁଷ ଚେସ୍ B1 ବର୍ଗ (ବ୍ୟକ୍ତିଗତ)ରେ ରୌପ୍ୟ ପଦକ ଜିତିଥିବାରୁ ସୌନ୍ଦର୍ଯ୍ୟା ପ୍ରଧାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

 

"ଏସୀୟ ପାରା ଗେମ୍ସରେ ପୁରୁଷ ଚେସ୍ B1 ବର୍ଗ (ବ୍ୟକ୍ତିଗତ)ରେ ରୌପ୍ୟ ପଦକ ଜିତିଥିବା ଯୋଗୁଁ ସୌନ୍ଦର୍ଯ୍ୟା ପ୍ରଧାନଙ୍କୁ ଅଭିନନ୍ଦନ। ଏଥିପାଇଁ ଭାରତ ଗର୍ବିତ!"

*****

MT


(ରିଲିଜ ଆଡି: 2187643) ପରିଦର୍ଶକ କାଉଣ୍ଟର : 18