ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଷୋଡ଼ଶ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଚୀନ୍ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ବକ୍ତବ୍ୟ

प्रविष्टि तिथि: 23 OCT 2024 7:35PM by PIB Bhubaneshwar

ମହାମହିମ,

ମୁଁ ଆପଣଙ୍କୁ ଭେଟି ଅତାନ୍ତ୍ୟ ଖୁସିଏବଂ ଆପଣ ଯେପରି କହିଛନ୍ତି, ଆମେ ୫ ବର୍ଷ ପରେ ଆନୁଷ୍ଠାନିକ ଭାବରେ ସାକ୍ଷାତ କରୁଛୁ।

 

ଆମେ ବିଶ୍ୱାସ କରୁ ଯେ ଭାରତ-ଚୀନ୍ ସମ୍ପର୍କର ଗୁରୁତ୍ୱ କେବଳ ଆମ ଲୋକଙ୍କ ପାଇଁ ନୁହେଁ ବରଂ

ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ପ୍ରଗତି ପାଇଁ ମଧ୍ୟ ଆମର ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ।

 

ମହାମହିମ,

 

ପାରସ୍ପରିକ ବିଶ୍ୱାସ, ପାରସ୍ପରିକ ସମ୍ମାନ ଏବଂ ପାରସ୍ପରିକ ସମ୍ବେଦନଶୀଳତା ଆମର ସମ୍ପର୍କର ଆଧାର ହେବା ଉଚିତ।

 

ଆଜି ଆମେ ଏହି ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାର ସୁଯୋଗ ପାଇଛୁ।

 

ମୁଁ ନିଶ୍ଚିତ ଯେ ଆମେ ଖୋଲା ମନରେ କଥା ହେବୁ ଏବଂ ଆମର ଆଲୋଚନା ଗୁରୁତ୍ୱପୂର୍ଣ  ହେବ।

 

ଧନ୍ୟବାଦ।

 

ଅସ୍ୱୀକାର - ଏହା ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ଆନୁମାନିକ ଅନୁବାଦ। ମୂଳ ମନ୍ତବ୍ୟ ହିନ୍ଦୀରେ ଦିଆଯାଇଥିଲା।

*****

SPD


(रिलीज़ आईडी: 2170601) आगंतुक पटल : 16
इस विज्ञप्ति को इन भाषाओं में पढ़ें: Marathi , Punjabi , Gujarati , Tamil , Telugu , Kannada , Malayalam , Bengali , Manipuri , Assamese , English , Urdu , हिन्दी