ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତୀୟ ଉତ୍ପାଦକୁ ବିଶ୍ବସ୍ତରୀୟ ଫୁଡ ବାସ୍କେଟରେ ପରିଣତ କରିବ ‘ୱାର୍ଲ୍ଡ ଫୁଡ ଇଣ୍ଡିଆ ୨୦୨୫’: ପ୍ରଧାନମନ୍ତ୍ରୀଙ୍କ ପ୍ରବନ୍ଧ

ପୋଷ୍ଟ କରାଯିବା ଦିନାଙ୍କ: 23 SEP 2025 1:10PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ପ୍ରବନ୍ଧ ସେୟାର କରିଛନ୍ତି, ଯେଉଁଥିରେ ବର୍ଣ୍ଣନା କରାଯାଇଛି କି ଭାରତକୁ ନିଜସ୍ୱ ଉତ୍ପାଦରେ ଏକ ବିଶ୍ବସ୍ତରୀୟ ଫୁଡ ବାସ୍କେଟ ପ୍ରସ୍ତୁତ କରିବାକୁ କିଭଳି ୱାର୍ଲ୍ଡ ଫୁଡ ଇଣ୍ଡିଆ ୨୦୨୫ ଏକ ରଣନୀତିକ ମଞ୍ଚ ହେବାକୁ ଯାଉଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଚିରାଗ ପାଶ୍ୱାନଙ୍କ ଦ୍ୱାରା ଏକ୍ସରେ ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଏହି ପ୍ରବନ୍ଧରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚିରାଗ ପାଶ୍ୱାନ @iChiragPaswan ଲେଖିଛନ୍ତି, କିଭଳି ୱାର୍ଲ୍ଡ ଫୁଡ ଇଣ୍ଡିଆ ୨୦୨୫ ଭାରତକୁ ବିଶ୍ବସ୍ତରୀୟ ଫୁଡ ବାସ୍କେଟ ହେବା ପାଇଁ ଏକ ରଣନୀତିକ ମଞ୍ଚ ସାବ୍ୟସ୍ତ ହେଉଛି ।

ଏହାକୁ ପଢ଼ନ୍ତୁ!”

SR


(ରିଲିଜ ଆଡି: 2170328) ପରିଦର୍ଶକ କାଉଣ୍ଟର : 22