ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତର ପାରମ୍ପରିକ ଚିକିତ୍ସାରେ ପରିବର୍ତ୍ତନ ଏବଂ ସ୍ଥିର ଭବିଷ୍ୟ ପାଇଁ ଏହାର ଯୋଗଦାନ ଉପରେ ପ୍ରଧାନମନ୍ତ୍ରୀଙ୍କ ପ୍ରବନ୍ଧ ସେୟାର
Posted On:
23 SEP 2025 3:02PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ରାଓ ଜାଧବଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧ ସେୟାର କରିଛନ୍ତି । ଏଥିରେ ଭାରତର ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ଉଲ୍ଲେଖ କରି ଏହା ମାନବଜାତି ଓ ପୃଥିବୀର ଅଧିକ ସନ୍ତୁଳିତ ତଥା ସ୍ଥିର ଭବିଷ୍ୟ ପାଇଁ ଯୋଗଦାନ କରୁଥିବା ଦର୍ଶାଯାଇଛି ।
ପିଏମଓ କାର୍ଯ୍ୟାଳୟ ହ୍ୟାଣ୍ଡଲ ପକ୍ଷରୁ ଏକ୍ସରେ କୁହାଯାଇଛି;
“ପ୍ରବନ୍ଧରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଜ୍ୟ ମନ୍ତ୍ରୀ ଶ୍ରୀ ପ୍ରତାପ ରାଓ ଜାଧବ @mpprataprao ଏହି କଥା ବର୍ଣ୍ଣନା କରିଛନ୍ତି କି, କିପରି ଭାରତର ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି, ଯାହାକି ମାନବଜାତି ଓ ପୃଥିବୀର ଅଧିକ ସନ୍ତୁଳିତ ତଥା ସ୍ଥିର ଭବିଷ୍ୟ ନିମନ୍ତେ ଯୋଗଦାନ ଦେଇଛି । ନିଶ୍ଚିତ ପଢ଼ନ୍ତୁ ।”
SR
(Release ID: 2170323)
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam