ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଇଟାନଗରରେ ବ୍ୟବସାୟୀ ଓ ଉଦ୍ୟୋଗୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
Posted On:
22 SEP 2025 3:43PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଟାନଗରରେ ବ୍ୟବସାୟୀ ଓ ଉଦ୍ୟୋଗୀଙ୍କ ସହ ଆଲୋଚନା କରିଛନ୍ତି ।
ଶ୍ରୀ ମୋଦୀ କହଛନ୍ତି କି, ବ୍ୟବସାୟୀ ଓ ଉଦ୍ୟୋଗୀମାନେ “ଜିଏସଟି ବଚତ ଉତ୍ସବ” ଶୁଭାରମ୍ଭର ପ୍ରଶଂସା କରି କହିଥିଲେ, କିପରି ଏହାଦ୍ୱାରା ମତ୍ସ୍ୟପାଳନ, କୃଷି ଏବଂ ଅନ୍ୟାନ୍ୟ ସ୍ଥାନୀୟ ଔଦ୍ୟୋଗିକ କ୍ଷେତ୍ରକୁ ଫାଇଦା ମିଳିବ ।
ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି;
“ଆଜି ଇଟାନଗରରେ ବ୍ୟବସାୟୀ ଓ ଉଦ୍ୟୋଗୀଙ୍କ ସହ ଆଲୋଚନା କରିଥିଲି । ସେମାନେ “ଜିଏସଟି ସଂସ୍କାର ଏବଂ ବଚତ ଉତ୍ସବ” ଶୁଭାରମ୍ଭର ପ୍ରଶଂସା କରିଥିଲେ । ସେମାନେ କହିଥିଲେ କି କିପରି ଏହାଦ୍ୱାରା ମତ୍ସ୍ୟପାଳନ, କୃଷି ଏବଂ ଅନ୍ୟାନ୍ୟ ସ୍ଥାନୀୟ ଔଦ୍ୟୋଗିକ କ୍ଷେତ୍ରକୁ ଫାଇଦା ମିଳିବ ।
ମୁଁ ଗୁଣବତ୍ତାମାନଙ୍କ ଜାରି ରଖିବାକୁ ଏବଂ ଭାରତରେ ନିର୍ମିତ ସାମଗ୍ରୀ କ୍ରୟ କରିବାର ମଜବୁତ ଭାବନା ପୋଷଣ କରିବା ଉପରେ ଗୁରୁତ୍ୱ ଦେଇଥିଲି ।”
SR
(Release ID: 2169868)
Read this release in:
English
,
Urdu
,
Marathi
,
Hindi
,
Bengali-TR
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam