ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏହା ଭାରତ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ ପରମ ପୂଜ୍ୟ ପୋପ୍ ଫ୍ରାନ୍ସିସଙ୍କ ଦ୍ୱାରା ଆର୍କବିଶପ ଜର୍ଜ କୁଭାକାଡଙ୍କୁ କାର୍ଡିନାଲ୍ ଭାବେ ଘୋଷଣା କରାଯିବ : ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
07 DEC 2024 8:48PM by PIB Bhubaneswar
ପ୍ରଧାନମନ୍ତ୍ରୀ ଆଜି କହିଥିଲେ ଯେ ଏହା ଭାରତ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ ପରମ ପୂଜ୍ୟ ପୋପ୍ ଫ୍ରାନ୍ସିସଙ୍କ ଦ୍ୱାରା ଆର୍କବିଶପ ଜର୍ଜ କୁଭାକାଡଙ୍କୁ କାର୍ଡିନାଲ୍ ଭାବେ ଘୋଷଣା କରାଯିବ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହ୍ୟାଣ୍ଡେଲ ଏକ୍ସରେ ଏକ ପୋଷ୍ଟରେ କହିଛି :
"ଏହା ଭାରତ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ ପରମ ପୂଜ୍ୟ ପୋପ୍ ଫ୍ରାନ୍ସିସଙ୍କ ଦ୍ୱାରା ଆର୍କବିଶପ ଜର୍ଜ କୁଭାକାଡଙ୍କୁ କାର୍ଡିନାଲ୍ ଭାବରେ ଘୋଷଣା କରାଯିବ।
ଏହି ସମାରୋହକୁ ଦେଖିବା ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜର୍ଜ କୁରିଆନଙ୍କ ନେତୃତ୍ୱରେ ଭାରତ ସରକାର ଏକ ପ୍ରତିନିଧି ଦଳ ପଠାଇଥିଲେ।
ଏହି ସମାରୋହ ପୂର୍ବରୁ ଭାରତୀୟ ପ୍ରତିନିଧି ଦଳ ମହାମହିମ ପୋପ୍ ଫ୍ରାନ୍ସିସଙ୍କୁ ମଧ୍ୟ ଭେଟିଥିଲେ।
HS
(ରିଲିଜ ଆଡି: 2169384)
ପରିଦର୍ଶକ କାଉଣ୍ଟର : 12
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam