ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୦୨୫ ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣଜୟୀ ଜାସ୍ମିନ ଲମ୍ବୋରିୟାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 14 SEP 2025 7:36PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ବକ୍ସର ଜାସ୍ମିନ ଲମ୍ବୋରିୟାଙ୍କୁ ବିଶ୍ୱ ବକ୍ସିଂ ଚାମ୍ପିଅନସିପ ୨୦୨୫ରେ ୫୭ କିଲୋଗ୍ରାମ ଓଜନ ବର୍ଗରେ ଉଲ୍ଲେଖନୀୟ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ବିଶ୍ୱ ବକ୍ସିଂ ଚାମ୍ପିଅନସିପ ୨୦୨୫ରେ  ୫୭ କିଲୋଗ୍ରାମ ଓଜନ ବର୍ଗରେ ବିଜୟ ପାଇଁ ବକ୍ସର ଜାସ୍ମିନ ଲମ୍ବୋରିୟାଙ୍କୁ ଅଭିନନ୍ଦନ! ତାଙ୍କର ଚମତ୍କାର ପ୍ରଦର୍ଶନ ଆଗାମୀ ସମୟରେ ଅଗଣିତ ଖେଳାଳୀଙ୍କୁ ପ୍ରେରଣା ଦେବ । ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ଶୁଭକାମନା ।”

 

SR

 


(ରିଲିଜ ଆଡି: 2166685) ପରିଦର୍ଶକ କାଉଣ୍ଟର : 40