ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଡ. ଆଣ୍ଡ୍ରୁ ହୋଲନେସ୍ଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
05 SEP 2025 10:52PM by PIB Bhubaneswar
ଜାମାଇକା ପାର୍ଟିକୁ ନେତୃତ୍ୱ ଦେଇ କ୍ରମାଗତ ତୃତୀୟ ଥର ପାଇଁ ବିଜୟ ଆଣି ଥିବାରୁ, ଡ. ଆଣ୍ଡ୍ରୁ ହୋଲନେସ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଶ୍ରୀ ମୋଦୀ କହିଛନ୍ତି, “ଭାରତ-ଜାମାଇକା ମଧ୍ୟରେ ବନ୍ଧୁତ୍ୱକୁ ଅଧିକ ଗଭୀର କରିବାକୁ ଏବଂ ଦୁଇ ଦେଶ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବାକୁ ଆଗ୍ରହୀ ।”
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
"ଜାମାଇକା ପାର୍ଟିକୁ କ୍ରମାଗତ ତୃତୀୟଥର ପାଇଁ ବିଜୟୀ କରିବାରେ ସଫଳ ନେତୃତ୍ୱ ପ୍ରଦାନ କରିଥିବାରୁ ଡ. ଆଣ୍ଡ୍ରୁ ହୋଲନେସ୍ ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭାରତ ଏବଂ ଜାମାଇକା ମଧ୍ୟରେ ବନ୍ଧୁତ୍ୱକୁ ଆହୁରି ଗଭୀର କରିବା ସହିତ ସହଯୋଗକୁ ଅଧିକ ସୁଦୃଢ଼ କରିବାରେ ଆମେ ଆଗ୍ରହୀ।”
@AndrewHolnessJM
SR
(ରିଲିଜ ଆଡି: 2164452)
ପରିଦର୍ଶକ କାଉଣ୍ଟର : 26
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Kannada
,
Malayalam