ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ଜନସ୍ୟାଂଗତ ଲାଭାଂଶକୁ ଉପଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାର ଶୁଭାରମ୍ଭ ଉପରେ ଆଲୋକପାତ କରୁଥିବା ଏକ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 01 SEP 2025 6:14PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଲେଖା ଶେୟାର କରିଛନ୍ତି, ଯେଉଁଥିରେ ଭାରତର ଜନସ୍ୟାଂଗତ ଲାଭାଂଶକୁ ଉପଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାର ଶୁଭାରମ୍ଭ ଉପରେ ଆଲୋକପାତ କରାଯାଇଛି ।

କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟାଙ୍କର ଏକ୍ସରେ ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି;

“କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟା ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ବିଷୟରେ ଲେଖିଛନ୍ତି, ଯାହା ନିଯୁକ୍ତି ସୁଯୋଗ ସୃଷ୍ଟି ବୃଦ୍ଧି କରିବା ଦିଗରେ ଏକ ପଦକ୍ଷେପ । ସେ ବ୍ୟାଖ୍ୟା କରିଛନ୍ତି ଯେ, ଏହି ଯୋଜନା ଭାରତର ଜନସଂଖ୍ୟାଗତ ଲାଭାଂଶକୁ ସାର୍ବଜନୀନ ସମୃଦ୍ଧିରେ ପରିବର୍ତ୍ତନ କରିବାରେ ସାହାଯ୍ୟ କରିବ, କାରଣ ଦେଶ ୨୦୪୭ ସୁଦ୍ଧା ବିକଶିତ ଭାରତରେ ପରିଣତ ହେବାକୁ ପ୍ରୟାସ କରୁଛି ।”

 

SR


(ରିଲିଜ ଆଡି: 2162991) ପରିଦର୍ଶକ କାଉଣ୍ଟର : 36