ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
01 MAR 2025 2:33PM by PIB Bhubaneswar
01 .03. 2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର NXT କନକ୍ଲେଭରେ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଟୋନି ଆବୋଟଙ୍କୁ ଭେଟିଛନ୍ତି।
ସେ X ରେ ଏକ ପୋଷ୍ଟରେ ଲେଖିଛନ୍ତି :
“ମୋର ଭଲ ବନ୍ଧୁ ଏବଂ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଟୋନି ଆବୋଟଙ୍କୁ ଭେଟି ଖୁସି ହେଲି। ସେ ସର୍ବଦା ଭାରତର ବନ୍ଧୁ ହୋଇ ରହିଆସିଛନ୍ତି। ତାଙ୍କ ବର୍ତ୍ତମାନର ଗସ୍ତ ସମୟରେ ଆମେ ସମସ୍ତେ ତାଙ୍କୁ ମୋଟା ଶସ୍ୟ ଖାଇବା ସହିତ ଏହାକୁ ଉପଭୋଗ କରୁଥିବାର ଦେଖିଛୁ।
************
SSP
(ରିଲିଜ ଆଡି: 2159244)
ପରିଦର୍ଶକ କାଉଣ୍ଟର : 19
ଏହି ରିଲିଜ ପଢନ୍ତୁ :
Malayalam
,
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada