ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି

Posted On: 01 MAR 2025 2:35PM by PIB Bhubaneshwar

01 .03. 2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର NXT କନକ୍ଲେଭରେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହାମହିମ ଶ୍ରୀ ରାନିଲ ବିକ୍ରମସିଙ୍ଘେଙ୍କୁ ଭେଟିଛନ୍ତି।

X ଉପରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :

“NXT କନକ୍ଲେଭରେ, ମୋର ବନ୍ଧୁ ଶ୍ରୀ ରାନିଲ ବିକ୍ରମସିଙ୍ଘେଙ୍କୁ ଭେଟିଛି। ମୁଁ ସର୍ବଦା ଆମର ଆଲୋଚନା ପାଇଁ ଅପେକ୍ଷା କରିଥାଏ ଏବଂ ବିଭିନ୍ନ ପ୍ରସଙ୍ଗରେ ତାଙ୍କର ଦୃଷ୍ଟିକୋଣକୁ ପ୍ରଶଂସା କରିଥାଏ।

*****

SSP


(Release ID: 2159243) Visitor Counter : 8