ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୭୯ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ଉଦବୋଧନ ଆମ ଦେଶର ସାମଗ୍ରିକ ପ୍ରଗତି ଏବଂ ଭବିଷ୍ୟତର ସମ୍ଭାବନାକୁ ସୂଚାଉଛି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 14 AUG 2025 8:27PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୭୯ତମ ସ୍ୱାଧୀନତା ଦିବସରଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଇଥିବାବିଚାରଶୀଳ ସମ୍ବୋଧନକୁ ସେୟାର କରିଛନ୍ତି  ସେ କହିଛନ୍ତିଏହିସମ୍ବୋଧନ ଆମ ଦେଶର ସାମଗ୍ରିକ ପ୍ରଗତି  ଭବିଷ୍ୟତର ସମ୍ଭାବନାକୁସୂଚାଉଛି ଏବଂ ରାଷ୍ଟ୍ର ଗଠନ ଦିଗରେ ଅବଦାନ ରଖିବାକୁ ସମସ୍ତନାଗରିକଙ୍କୁ ଆହ୍ୱାନ ଜଣାଉଛି 

ଏକ୍ସ  ଏକ ସ୍ୱତନ୍ତ୍ର ପୋଷ୍ଟରେ ସେ କହିଛନ୍ତି;

ସ୍ୱାଧୀନତା ଦିବସର ଅବ୍ୟବହି ପୂର୍ବରୁ ରାଷ୍ଟ୍ରପତି ଜୀ ଏକବିଚାରଶୀଳ ସମ୍ବୋଧନ କରିଛନ୍ତିଯେଉଁଥିରେ କି ସେ ଆମ ଦେଶରସାମଗ୍ରିକ ପ୍ରଗତି ଏବଂ ଭବିଷ୍ୟତର ସମ୍ଭାବନାକୁ ଉଲ୍ଲେଖ କରିଛନ୍ତି ସେ ଆମକୁ ମନେ ପକାଇ ଦେଇଛନ୍ତିଯେଉଁ ବଳିଦାନ ସ୍ୱାଧୀନତାରରାସ୍ତା ଦେଖାଇଥିଲା  ରାଷ୍ଟ୍ର ଗଠନ ଦିଗରେ ଅବଦାନ ରଖିବାକୁସମସ୍ତ ନାଗରିକଙ୍କୁ ଆହ୍ୱାନ ଜଣାଇଛନ୍ତି 

@rashtrapatibhvn

SR

(ରିଲିଜ ଆଡି: 2157127) ପରିଦର୍ଶକ କାଉଣ୍ଟର : 21