ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ବୈଶ୍ୱିକ ବାଣିଜ୍ୟ କେନ୍ଦ୍ର ଭାବେ ଭାରତର ବନ୍ଦର ଗୁଡ଼ିକର ବିକାଶ ଉପରେ ଏକ ଲେଖ ସେୟାର କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
24 JUL 2025 1:54PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଲେଖ ସେୟାର କରିଛନ୍ତି । ଏହି ଲେଖ ଏହା ବର୍ଣ୍ଣନା କରୁଛି କି ଭାରତର ବନ୍ଦର ଗୁଡ଼ିକର ବିକାଶ, ଯାନ୍ତ୍ରିକକରଣ, ଡିଜିଟାଲୀକରଣ ଏବଂ ବାଣିଜ୍ୟରେ ସୁଗମତା ମାଧ୍ୟମରେ ବୈଶ୍ୱିକ ବାଣିଜ୍ୟ କେନ୍ଦ୍ର ଭାବେ ବିକଶିତ ହେଉଛି ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଦ୍ୱାରା ଏକ୍ସ ରେ ହୋଇଥିବା ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ କହିଛନ୍ତି:
କେନ୍ଦ୍ର ମନ୍ତ୍ରୀ ଶ୍ରୀ.... ଏହା କହିଛନ୍ତି କି, ଭାରତ ବନ୍ଦରଗୁଡ଼ିକର ବିସ୍ତାର, ଯାନ୍ତ୍ରିକକରଣ, ଡିଜିଟାଲୀକରଣ ଏବଂ ବାଣିଜ୍ୟରେ ସୁଗମତା ମାଧ୍ୟମରେ ବୈଶ୍ୱିକ ବାଣିଜ୍ୟ କେନ୍ଦ୍ର ଭାବେ ବିକଶିତ ହୋଇଚାଲିଛି ପ୍ରମୁଖ ଜାହାଜ କମ୍ପାନି ଗୁଡ଼ିକ ଏବେ ଭାରତୀୟ ଫାର୍ମଙ୍କ ସହ ସହଭାଗିତା କରୁଛନ୍ତି, ଯାହାଫଳରେ ନିଯୁକ୍ତି ଏବଂ ନିବେଶର ମାର୍ଗ ପ୍ରଶସ୍ତ ହୋଇପାରୁଛି ।
SR
(ରିଲିଜ ଆଡି: 2147916)
ପରିଦର୍ଶକ କାଉଣ୍ଟର : 14
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali-TR
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam