ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଯୁବ ଆଧ୍ୟାତ୍ମିକ ସମ୍ମିଳନୀ କିପରି ନିଶାମୁକ୍ତ ଭାରତ ଗଠନରେ ଏକ ପ୍ରମୁଖ ପଦକ୍ଷେପ ହୋଇପାରିଛି ସେ ଉପରେ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 19 JUL 2025 1:21PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଲେଖା ଶେୟାର କରିଛନ୍ତି, ଯେଉଁଥିରେ ଯୁବ ଆଧ୍ୟାତ୍ମିକ ସମ୍ମିଳନୀ କିପରି ନିଶାମୁକ୍ତ ଭାରତ ଗଠନରେ ଏକ ପ୍ର୍ରମୁଖ ପଦକ୍ଷେପ ହୋଇପାରିଛି ସେ ଉପରେ ବର୍ଣ୍ଣନା କରାଯାଇଛି ।

କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟା ଏକ୍ସରେ କରିଥିବା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି;

“କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟା ଯୁବ ଆଧ୍ୟାତ୍ମିକ ସମ୍ମିଳନୀ କିପରି ନିଶାମୁକ୍ତ ଭାରତ ଗଠନରେ ଏକ ପ୍ରମୁଖ ପଦକ୍ଷେପ ହୋଇପାରିଛି ସେ ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ଏହାକୁ ନିଶ୍ଚୟ ପଢ଼ନ୍ତୁ!”

 

SR


(ରିଲିଜ ଆଡି: 2146054) ପରିଦର୍ଶକ କାଉଣ୍ଟର : 26