ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବ୍ୟୁନସ୍ ଏୟାର୍ସରେ ଜେନେରାଲ୍ ଜୋସେ ଡି ସାନ୍ ମାର୍ଟିନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

Posted On: 06 JUL 2025 12:08AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ୟୁନସ୍ ଏୟାର୍ସରେ ଜେନେରାଲ୍ଜୋସେ ଡି ସାନ୍ ମାର୍ଟିନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଜେନେରାଲଜୋସେ ଡି ସାନ ମାର୍ଟିନଙ୍କ ଜୀବନ ଆର୍ଜେଣ୍ଟିନାର ଲୋକମାନଙ୍କ ପାଇଁଦେଶପ୍ରେମ ଏବ ଦୃଢ଼ତାର ପ୍ରତୀକ ହୋଇ ରହିଛି ବୋଲି ଶ୍ରୀ ମୋଦୀକହିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ବ୍ୟୁନସ୍ ଏୟାର୍ସରେ ଜେନେରାଲ୍ ଜୋସେ ଡି ସାନ ମାର୍ଟିନଙ୍କୁଶ୍ରଦ୍ଧାଞ୍ଜଳି ଅର୍ପଣ କଲି । ତାଙ୍କର ସାହସ ଏବଂ ନେତୃତ୍ୱଆର୍ଜେଣ୍ଟିନାର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ତାଙ୍କର ଜୀବନ ଆର୍ଜେଣ୍ଟିନାର ଲୋକମାନଙ୍କ ପାଇଁ ଦେଶପ୍ରେମଏବଂ ଦୃଢ଼ତାର ପ୍ରତୀକ ହୋଇ ରହିଛି ।”

 

SR


(Release ID: 2142748)