ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଡାକ୍ତର ଦିବସରରେ ସମସ୍ତ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
Posted On:
01 JUL 2025 9:37AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡାକ୍ତର ଦିବସ ଅବସରରେ ସମସ୍ତ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି, “ଆମ ଡାକ୍ତରମାନେ ସେମାନଙ୍କର ଦକ୍ଷତା ଏବଂ ଅଧ୍ୟବସାୟ ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେମାନଙ୍କର କରୁଣା ଭାବନା ମଧ୍ୟ ସମାନ ଭାବରେ ଉଲ୍ଲେଖନୀୟ ।
ଶ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଡାକ୍ତର ଦିବସରେ ସମସ୍ତ ପରିଶ୍ରମୀ ଡାକ୍ତରମାନଙ୍କୁ ଶୁଭେଚ୍ଛା । ଆମର ଡାକ୍ତରମାନେ ସେମାନଙ୍କର ଦକ୍ଷତା ଏବଂ ଅଧ୍ୟବସାୟ ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେମାନଙ୍କର କରୁଣା ଭାବନା ମଧ୍ୟ ସମାନ ଭାବରେ ଉଲ୍ଲେଖନୀୟ । ସେମାନେ ପ୍ରକୃତରେ ସ୍ୱାସ୍ଥ୍ୟ ରକ୍ଷକ ଏବଂ ମାନବତାର ସ୍ତମ୍ଭ । ଭାରତର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ସେମାନଙ୍କର ଅବଦାନ ପ୍ରକୃତରେ ଅସାଧାରଣ ।”
SR
(Release ID: 2141083)
Read this release in:
English
,
Urdu
,
Marathi
,
Hindi
,
Bengali-TR
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam