ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏକାଦଶତମ ଯୋଗ ଦିବସ ପାଇଁ ବିଶ୍ୱସ୍ତରରେ ଓ ଦେଶବ୍ୟାପୀ ଉତ୍ସାହକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 22 JUN 2025 9:17PM by PIB Bhubaneshwar

ଏକାଦଶତମ ଯୋଗ ଦିବସ ବିଶ୍ୱସ୍ତରରେ ଏବଂ ଦେଶବ୍ୟାପୀ ଉତ୍ସାହର ସହ ବ୍ୟାପକ ଭାବେ ପାଳନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏକ୍ସ ରେ ହୋଇଥିବା ଏକ ପୋଷ୍ଟ ର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ଦେଶବ୍ୟାପୀ ଏବଂ ବିଶ୍ୱର ବିଭିନ୍ନ ଭାଗରେ ଆର୍ନ୍ତଜାତିକ ଯୋଗ ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳନ ହୋଇଥିବା ଦେଖି ଖୁସି ଲାଗିଲା” ।

SR


(रिलीज़ आईडी: 2138839) आगंतुक पटल : 17
इस विज्ञप्ति को इन भाषाओं में पढ़ें: Tamil , Telugu , Malayalam , English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Kannada