ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଗୋଆର ଶିରଗାଓରେ ଦଳାଚକଟା ଯୋଗୁ ପ୍ରାଣହାନି ଘଟଣାରେ ଶୋକ ପ୍ରକାଶ କଲେ

प्रविष्टि तिथि: 03 MAY 2025 9:12AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋଆର ଶିରଗାଓରେ ଦଳାଚକଟା ଯୋଗୁ ଲୋକଙ୍କ ମୃତୁ୍ୟ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହ୍ୟାଣ୍ଡଲ ପକ୍ଷରୁ ଏକ୍ସ ରେ ପୋଷ୍ଟ କରାଯାଇଛି:

“ଗୋଆର ଶିରଗାଓରେ ଦଳାକଚକଟା ଯୋଗୁ ଲୋକଙ୍କ ମୃତୁ୍ୟ ଘଟଣାରେ ବ୍ୟଥିତ । ପ୍ରିୟଜନଙ୍କୁ ଯେଉଁମାନେ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରଭାବିତ ଲୋକମାନଙ୍କୁ ଯଥାସମ୍ଭବ ସହାୟତା କରାଯାଉଛି: ପ୍ରଧାନମନ୍ତ୍ରୀ @narendramodi ।”

SR


(रिलीज़ आईडी: 2126666) आगंतुक पटल : 32
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam