ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଓଡ଼ିଆ ନବବର୍ଷ, ବିଷୁ, ପୁଥାଂଡୁ ଏବଂ ବୋହାଗ ବିହୁର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
14 APR 2025 9:21AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଆ ନବବର୍ଷ, ବିଷୁ, ପୁଥାଂଡୁ ଏବଂ ବୋହାଗ ବିହୁ ଅବସରରେ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ।
ଏକ୍ସରେ ପୃଥକ ପୃଥକ ପୋଷ୍ଟରେ ସେ ଲେଖିଛନ୍ତି:
“ଓଡ଼ିଆ ନବ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ!”
“ବିଷୁର ଶୁଭକାମନା ।”
“ସମସ୍ତଙ୍କୁ ପୁଥାଂଡୁର ଅଭିନନ୍ଦନ ।”
“ଆପଣ ସମସ୍ତଙ୍କୁ ବୋହାଗ ବିହୁର ଶୁଭକାମନା ।”
SR
(रिलीज़ आईडी: 2121718)
आगंतुक पटल : 36
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam