ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦେଶବ୍ୟାପୀ ତଳସ୍ତରରେ ନିଯୁକ୍ତି ଓ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଆଜୀବିକା ବୃଦ୍ଧି ପାଇଁ ସରକାରୀ ଇ-ବଜାର (ଜିଇଏମ୍)କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
01 APR 2025 7:38PM by PIB Bhubaneswar
ଦେଶବ୍ୟାପୀ ତଳସ୍ତରରେ ନିଯୁକ୍ତି ଓ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଆଜୀବିକା ବୃଦ୍ଧି ପାଇଁ ସରକାରୀ ଇ-ବଜାର (ଜିଇଏମ୍)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଶଂସା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲଙ୍କ ଦ୍ୱାରା ଏକ୍ସ ରେ ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ସେ କହିଛନ୍ତି:
“ପ୍ରଶଂସନୀୟ ସଫଳତା, ଆଜୀବିକା ବୃଦ୍ଧିକୁ ନିଶ୍ଚିତ କରିବା, ଦେଶବ୍ୟାପୀ ତଳସ୍ତରରେ ନିଯୁକ୍ତି ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଆଗେଇ ନେବା ।”
SR
(ରିଲିଜ ଆଡି: 2117605)
ପରିଦର୍ଶକ କାଉଣ୍ଟର : 56
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam