ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଲେକ୍ସ ଫ୍ରିଡ୍ମ୍ୟାନଙ୍କ ସହ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୋଡକାଷ୍ଟ ଏବେ ବିଭିନ୍ନ ଭାଷାରେ ଉପଲବ୍ଧ
ପୋଷ୍ଟ କରାଯିବା ଦିନାଙ୍କ:
23 MAR 2025 12:21PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିକଟରେ ପ୍ରଖ୍ୟାତ ଏଆଇ ଗବେଷକ ଏବଂ ପୋଡକାଷ୍ଟର ଲେକ୍ସ ଫ୍ରିଡ୍ମ୍ୟାନଙ୍କ ସହିତ କରିଥିବା ପୋଡକାଷ୍ଟ ଏବେ ବିଭିନ୍ନ ଭାଷାରେ ଉପଲବ୍ଧ, ଯାହା ଦ୍ୱାରା ଏହା ବିଶ୍ୱସ୍ତରୀୟ ଦର୍ଶକଙ୍କ ପାଇଁ ଉପଲବ୍ଧ ହୋଇଛି ।
ଏକ୍ସରେ ଏହା ଘୋଷଣା କରି ଶ୍ରୀ ମୋଦୀ ଲେଖିଛନ୍ତି;
“ଲେକ୍ସ ଫ୍ରିଡ୍ମ୍ୟାନଙ୍କ ସହିତ ସାମ୍ପ୍ରତିକ ପୋଡକାଷ୍ଟ ଏବେ ବିଭିନ୍ନ ଭାଷାରେ ଉପଲବ୍ଧ! ଏହାର ଉଦ୍ଦେଶ୍ୟ ହେଉଛି ଆଲୋଚନାକୁ ବ୍ୟାପକ ଦର୍ଶକମାନଙ୍କ ନିକଟରେ ପହଞ୍ଚାଇବା । ଏହାକୁ ଶୁଣନ୍ତୁ...
@lexfridman”
SR
(ରିଲିଜ ଆଡି: 2114671)
ପରିଦର୍ଶକ କାଉଣ୍ଟର : 39
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam