ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ୱାଶିଂଟନ ଡିସିରେ ହୋଇଥିବା ଦୁଃଖଦ ଦୁର୍ଘଟଣାରେ ପ୍ରାଣହାନୀ ପାଇଁ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 31 JAN 2025 9:09AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନ୍ ଡିସିରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ହୋଇଥିବା ପ୍ରାଣହାନୀ ପାଇଁ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ ମଧ୍ୟ ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଏବଂ କହିଛନ୍ତି ଯେ ଆମେ ଏହି ଦୁଃଖ ସମୟରେ ଆମେରିକାର ଲୋକମାନଙ୍କ ସାଥିରେ ରହିଛୁ ।

ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି :

“ୱାଶିଂଟନ୍ ଡିସିରେ ହୋଇଥିବା ଦୁଃଖଦ ଦୁର୍ଘଟଣାରେ ପ୍ରାଣହାନୀ ପାଇଁ ଗଭୀର ଦୁଃଖିତ ।

ପୀଡିତଙ୍କ ପରିବାର ପ୍ରତି ଆମର ସମବେଦନା ।

ଆମେ ଆମେରିକାର ଲୋକଙ୍କ ସାଥିରେ ରହିଛୁ ।

@realDonaldTrump

 

SR

 


(ରିଲିଜ ଆଡି: 2098005) ପରିଦର୍ଶକ କାଉଣ୍ଟର : 67