ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏଆଇରେ ଅଗ୍ରଣୀ ହେବାକୁ ଭାରତ ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ



ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ ଉଦ୍ୟୋଗପତି ଶ୍ରୀ ବିଶାଲ ସିକ୍କା

प्रविष्टि तिथि: 04 JAN 2025 2:42PM by PIB Bhubaneshwar

 

ଭାରତୀୟ ଉଦ୍ୟୋଗପତି ଶ୍ରୀ ବିଶାଲ ସିକ୍କା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି, ଏହି ସାକ୍ଷାତରେ ବ୍ୟାବହାରିକ ଆଲୋଚନା ହୋଇଛି ଏବଂ ନବାଚାର ଯୁବ ବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ଗୁରୁତ୍ୱ ଦେଇ ଭାରତ ଏଆଇ କ୍ଷେତ୍ରରେ ଅଗ୍ରଣୀ ହେବାକୁ ପ୍ରତିବଦ୍ଧ ଉଭୟ ଏଆଇ ଉପରେ ବିସ୍ତୃତ ବ୍ୟାପକ ଆଲୋଚନା କରିଥିଲେ ଭାରତ ଉପରେ ଏହାର ପ୍ରଭାବ ଏବଂ ଆଗାମୀ ଦିନରେ ଏହାର ଅନିବାର୍ଯ୍ୟତା ଉପରେ ମଧ୍ୟ ଆଲୋଚନା ହୋଇଥିଲା

ବିଶାଲ ସିକ୍କାଙ୍କ ଦ୍ୱାରା ଏକ୍ସ ରେ ହୋଇଥିବା ଏକ ପୋଷ୍ଟ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

ନିଶ୍ଚିତ ଭାବେ ଏହା ଏକ ବ୍ୟାବହାରିକ ଆଲୋଚନା ଥିଲା ନବାଚାର ଯୁବ ବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ଗୁରୁତ୍ୱ ଦେଇ ଭାରତ ଏଆଇ କ୍ଷେତ୍ରରେ ଅଗ୍ରଣୀ ହେବାକୁ ପ୍ରତିବଦ୍ଧ

SR


(रिलीज़ आईडी: 2090263) आगंतुक पटल : 57
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam