ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପର୍ପ୍ଲେକ୍ସିଟି ଏଆଇର ସିଇଓ

ପୋଷ୍ଟ କରାଯିବା ଦିନାଙ୍କ: 28 DEC 2024 9:10PM by PIB Bhubaneswar

 

ପର୍ପ୍ଲେକ୍ସିଟି ଏଆଇର ସିଇଓ ଶ୍ରୀ ଅରବିନ୍ଦ ଶ୍ରୀନିବାସ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ଏକ୍ସରେ ଅରବିନ୍ଦ ଶ୍ରୀନିବାସଙ୍କ ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି :

“ତୁମକୁ ସାକ୍ଷାତ କରି ଏବଂ ଏଆଇ, ଏହାର ବ୍ୟବହାର ଓ ବିବର୍ତ୍ତନ ବିଷୟରେ ଆଲୋଚନା କରି ବହୁତ ଲାଗିଲା ।

ପର୍ପ୍ଲେକ୍ସିଟି ଏଆଇ ସହିତ ତୁମେ ବହୁତ ଭଲ କାମ କରୁଥିବାର ଦେଖି ଭଲ ଲାଗିଲା । ତୁମର ଭବିଷ୍ୟତର ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଉଛି ।”

 

SR


(ରିଲିଜ ଆଡି: 2088661) ପରିଦର୍ଶକ କାଉଣ୍ଟର : 94